ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବରଗଡ ଜିଲ୍ଲା ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମତ କର୍ମଶାଳା ଶିଶୁ ବାଟିକା ବିଭାଗ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀମତୀ ପ୍ରତୀକ୍ଷା ଡନସନା ଇଂରାଜୀ ଅଧ୍ୟାପିକା ଯୁକ୍ତ ତିନି କଲେଜ ଗାଇସିଲେଟ । ଶିଶୁ ବାଟିକା ପାଠ୍ୟକ୍ରମ କ୍ରିୟା କଲାପ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅଶ୍ୱିନୀ କୁମାର ବାରିକ ସ୍ଵାଗତ ଓ ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ବେଦବ୍ୟାସ ପଧାନ ମତ କର୍ମଶାଳା ର ଉଦ୍ୟେଶ ଜ୍ଞାପନ କରିଥିଲେ । ସରୋଜିନୀ ଗୁରୁମା ଧନ୍ୟବାଦ୍ ଅର୍ପଣ କରିଥଲେ । ମା ଓ ଶିଶୁ ଙ୍କ ସଂଖ୍ୟା ୧୫୦ ଜଣ ଥିବା ବେଳେ ପ୍ରଥମ କ୍ଲାସ ରେ ବନ୍ଦନା ଓ ଶାରୀରିକ କାର୍ଯ୍ୟକ୍ରମ
ଦ୍ୱିତୀୟ କ୍ଲାସ ରେ ଉପକରଣ ମାଧ୍ୟମ ରେ ଅଙ୍ଗ ଚାଳନା ତୃତୀୟ କ୍ଲାସ୍ ରେ ଉପକରଣ ଆଧାରିତ ପ୍ରାଣାୟମ ଚତୁର୍ଥ ରେ ସ୍ୱର ସାଧନା ପଞ୍ଚମ ରେ ପ୍ରୋଜେକ୍ଟର ପ୍ରଦର୍ଶନ କରାଯାଇଥିଲା । ତେବେ ସମାରୋପ ସୁରେଶ୍ଵର ଭୋଇ କରିଥଲେ। ଶେଷରେ ଆଶିର୍ବଚନ ପ୍ରଦାନ କରିଥିଲେ ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ