କଳଙ୍ଗାପାଲି ଠାରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳନ ହୋଇଯାଇଛି

କଲଗାଂପାଲି ଠାରେ ମହା ସମାରୋହ ରେ କାର୍ତ୍ତିକ ଚତୁର୍ଦଶୀ ପାଲନ ହୋଇଥିଲା ମାସେ ପର୍ୟ୍ଯନ୍ତ ଭାଗବତ ଏକାଦଶସ୍କନ୍ଧ ଓ କାରତିକ ମାହାତ୍ମ୍ଯ ଗାନ କରାହେଇଥିଲା । 
ଗାହାକ ପଦ୍ମନାଭ ସାହୁ ଗାୟିକା ଭଗବତୀ ସାହୁ ବାୟକ ଭୁବନ ସାହୁ ଓ ବୈରାଗୀ ସାହୁ ମହେନ୍ଦ୍ର ସାହୁ  ପିଠାଚୋର ମିନୁ କାଟୁ 
ସଂଘମିତ୍ରା କୌଶଲ୍ୟା ସୌଦାମିନୀ ଜୋସ୍ନା
ସତ୍ଯଭାମା  ଅଂଜଲି ପୁଷ୍ପା କୈଶଲ୍ଯା ଅର୍ଚନା ମାଲତି ରେବତୀ କଂ ଉଦ୍ଯମ ରେ ସୁରୁଖୁରୁରେ ପାଲିତ ହେଇଥିଲା । ଭକତି ରସ ରେ ରସି ଭଗବାନ କଂ ନାମ ଗାନ କରା ଯାଇ ଥିଲା।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ