ଲୋକଙ୍କୁ_ହସେଇବା_ପାଇଁ_ମୁଁ_ପାଗଳ_ବୋଲି_କହିଲେ_ହାସ୍ୟ_ଲେଖକ_ଶ୍ରୀରଞ୍ଜନ_ସାଗରଶ୍ରୀ ରଞ୍ଜନ ସାଗର ଯେ ଏକାଧାର ରେ ଜଣେ ହାସ୍ୟ ଲେଖକ, କବି, ଗୀତିକାର ଏବଂ ସମାଜ ସେବି
#ଲୋକଙ୍କୁ_ହସେଇବା_ପାଇଁ_ମୁଁ_ପାଗଳ_ବୋଲି_କହିଲେ_ହାସ୍ୟ_ଲେଖକ_ଶ୍ରୀରଞ୍ଜନ_ସାଗରଶ୍ରୀ ରଞ୍ଜନ ସାଗର ଯେ ଏକାଧାର ରେ ଜଣେ ହାସ୍ୟ ଲେଖକ, କବି, ଗୀତିକାର ଏବଂ ସମାଜ ସେବି l ତାଙ୍କର ଜନ୍ମ ସ୍ଥାନ ହେଉଛି ବରଗଡ ଜିଲ୍ଲା ଗୁ୍ଦେର ପାଲି ଗ୍ରାମ ରେ ପିତା ରଞ୍ଜିତ ସାଗର ଏବଂ ମାତା ସୁମିତ୍ରା ସାଗର ଙ୍କ ର ଯୋଗ୍ୟ ସନ୍ତାନ l ସେ କହିଲେ ମୁଁ ଲୋକଙ୍କୁ ହସେଇବା ପାଇଁ ପୁରା ପାଗଳ ନିଜ କଳା ନିମନ୍ତେ l ଏହାର ଜଳନ୍ତ ଉଦାହରଣ ଜାଣିଲୁ ସେ ତାଙ୍କ ବାପା ଙ୍କର ପକ୍ଷାଘାତ ରୋଗ ହେଇଥିଲା ବେଳେ ତାଙ୍କୁ ବୁର୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କଲା ସମୟରେ ମଧ୍ୟ ସେ ଲୋକଙ୍କୁ ହସେଇବା ର ନିଶା ଟା ତାଙ୍କର କହିଲେ ଅବିଶ୍ୱସନୀୟ ଉକ୍ତ ସମୟରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ତାଙ୍କୁ ହାସ୍ୟ କାହାଣୀ ପଠେଇବାକୁ କଲ କରି କହିଥିଲେ ସନ୍ଧ୍ୟା ରେ ଆସନ୍ତା କାଲି ସୁଟିଙ୍ଗ କରିବାର ଅଛି କହି କି : କିନ୍ତୁ ଶ୍ରୀ ସାଗର ତାଙ୍କୁ ମନା ନ କରି ନିଜ ପିତାଙ୍କ ସ୍ୱାସ୍ଥ୍ୟ ର ଚିନ୍ତା ନ କରି ସେ ଉକ୍ତ ସ୍ଥାନ ରେ ଥାଇ ହାସ୍ୟ କାହାଣୀ ଟା ଲେଖି କି ପଠେଇ ଥିଲେ ଉକ୍ତ ହାସ୍ୟ କାହାଣୀ ର ନାମ ହେଉଛି "ଶାଳୀ ଘର ବାଲି ଅଉ ମୁଇଁ "ଯଉଁ କମେଡି ଟା ତିନି ମିଳିଅନ ପାଖା ପାଖି ଲୋକ ଦେଖିସାରିଲେଣି l ତାଙ୍କ ବାପା ଙ୍କର ଦେହ ଅସୁସ୍ଥତତା ରୁ ବେଶୀ ସେ ନିଜ ଲେଖା କଲା ପ୍ରତି ଧ୍ୟାନ ଦେଇଥିଲେ ସେ ସମୟରେ ସେହି ଏକ ଦୁଃଖପୂର୍ଣ୍ଣ ଅବସ୍ଥା ରେ l
ସେ ଏଇଆ ମଧ୍ୟ କୁହନ୍ତି କି ତାଙ୍କ କଳା ବା ଦକ୍ଷତା ଆଗରେ ସମସ୍ତ ସମସ୍ୟା, ବାଧା ବିଘ୍ନ ହାର ମାନି ଥାଏ ସେ ପଶ୍ଚିମ ଓଡିଶା ର ନାମିଦାମୀ ପ୍ରଡକ୍ସନ ଯଥା ଯୋଯୋ ଯେ 5,ମି. ଡୋଲୁ କମେଡି ଏବଂ ପାଣିନୀ ପ୍ରାଜ୍ଞ ରେ l ଏବେ ସେ ଯୋଗେଶ ଯୋଯୋ ଙ୍କ ସହିତ କାମ କରୁଛନ୍ତି l ତାଙ୍କ ଭିଡିଓ ରେ ହାସ୍ୟ ମନୋରଞ୍ଜନ ସହିତ ସାମାଜିକ ବାର୍ତ୍ତା ରହିଥାଏ ଯାହା ସମାଜ ର ହିତ ପାଇଁ ସହାୟ l ଶ୍ରୀ ସାଗର ବଞ୍ଚିଥିବା ପ୍ରଯ୍ୟନ୍ତ ଲୋକଙ୍କୁ ହସଉଥିବି , ସମାଜକୁ ସଚେତନ ଦେଇକରି ରହିଥିବି ବୋଲି ଏହା ମନ୍ତବ୍ୟ ଦେଇଛନ୍ତି ,ଅନେକ କବିତା ମଧ୍ୟ୍ୟ ଲେଖିଛନ୍ତି ତାଙ୍କ ଲେଖାରେ ସାମାଜିକ ବାର୍ତ୍ତା ରହିଥାଏ ସେ ଯାହା ହଉ କମେଡି ତଥା କବିତା l ସେ କରୋନା କାଳ ରେ ଅନେକ କରୋନା ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିବା ସହ ଗାଁ ଗାଁ ଯାଇ ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି ।