ପରୋପକାରରେ ସମାଜସେବୀ ଶଙ୍କର ନନ୍ଦ

      ପରୋପକାରରେ ସମାଜସେବୀ ଶଙ୍କର ନନ୍ଦ
ଗାଇସିଲେଟ ଅଞ୍ଚଳ ର ଜଣାଶୁଣା ସମାଜ ସେବୀ ତଥା ଯୁବ ବିଜେଡି ନେତା ଶ୍ରୀଯୁକ୍ତ ଶଙ୍କର ନନ୍ଦ ଆଗଲପୁର ବାଗଝୁଲା ଗ୍ରାମର ସମୀର ଦିବ୍ୟାଙ୍ଗ ବୃଦ୍ଧାଶ୍ରମ କୁ ନୂଆଁଖାଇ ଉପଲକ୍ଷେ ଛଅ ମାସର ଜାଳେଣୀ ଦାନ କରିଛନ୍ତି । ନୂଆଁ ଖାଇ ଉପଲକ୍ଷେ ପଶ୍ଚିମ ଓଡିଶା ବାସୀ ଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି ଜଣାଇବା ସହ ମହତ କାର୍ଯ୍ୟ କରି ଚର୍ଚ୍ଚାରେ ଅଛନ୍ତି ଶ୍ରୀ ନନ୍ଦ । ସେନେଇ ପୁର୍ବରୁ ମଧ୍ୟ ବୃକ୍ଷରୋପଣ, ଲୋକଙ୍କୁ ସାହାର୍ଯ୍ୟ କରିବା ଭଲି ଅନେକ ଥର ଗଣମାଧ୍ୟମର ଚର୍ଚ୍ଚାରେ ଥିବା ଶ୍ରୀ ନନ୍ଦ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଆଗକୁ ମଧ୍ୟ ଏମିତି ସମାଜସେବାରେ ରହି ହିତ କାର୍ଯ୍ୟ କରିବା ନେଇ ସୁଚନା ଦେଇଛନ୍ତି ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।