ଦଶମ ବିରାଟ ବାଲିଯାତ୍ରାରେ କଂସ ଭୂମିକା ଗ୍ରହଣ କରିବେ ସହଦେବ ନନ୍ଦ

ଦଶମ ବିରାଟ ବାଲିଯାତ୍ରାରେ କଂସ ଭୂମିକା ଗ୍ରହଣ କରିବେ ସହଦେବ ନନ୍ଦ
ଗାଇସିଲେଟ ବ୍ଲକ ଅନ୍ତର୍ଗତ ଛିନ୍ଦ୍ରାପାଲି ଠାରେ ଦଶମ ବିରାଟ ବାଲିଯାତ୍ରା ମହୋତ୍ସବ ପାଇଁ କଂସ ମହାରାଜ, ମହାମନ୍ତ୍ରି ଶକ୍ରାଜିତ, ଅକ୍ରୁର, ଉଗ୍ରେସନ ଭୂମିକା ପାଇଁ ଚାରିଜଣ କଳାକାରଙ୍କୁ ବରଣ କରିଛନ୍ତି ଗ୍ରାମବାସୀ । କଂସ ମହାରାଜ ଭୂମିକାରେ ଶ୍ରୀଯୁକ୍ତ ସହଦେବ ନନ୍ଦଙ୍କୁ ବରଣ କରିଥିବା ବେଳେ ମହାମନ୍ତ୍ରୀ ଶକ୍ରାଜିତ ଭୂମିକାରେ ସୁଚନ୍ଦନ ପଧାନ, ଅକ୍ରୁର ଭୂମିକାରେ ବିରଥ ଭୋଇ, ଉଗ୍ରେସନ ଭୂମିକାରେ ନରେନ୍ଦ୍ର ଡନସନା ଙ୍କୁ ଗ୍ରାମବାସୀ ବରଣ କରିଛନ୍ତି ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ