ଭୟଭୀତ ହୁଅ ନାହିଁ , ଟେଲିକମ ପକ୍ଷରୁ ଚାଲିଛି ପରୀକ୍ଷଣ
ମୋବାଇଲକୁ ଆସୁଛି emergency alert ମେସେଜ
ଦିନ ୧୧ଟା ୩୦ ପରେ ମୋବାଇଲକୁ ଆସୁଛି ଏହି ଆଲର୍ଟ
ବିପ୍ ସାଉଣ୍ଡ ସହ ଭାଇବ୍ରେଟ ହୋଇ ଆସୁଛି ମେସେଜ
ଟେଲିକମ ବିଭାଗ ପକ୍ଷରୁ ସାରା ଦେଶରେ ହେଉଛି ପରୀକ୍ଷଣ
ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସୂଚନା ଦେବାକୁ ଟେଲିକମ ବିଭାଗ ପକ୍ଷରୁ ଏଭଳି ପ୍ରୟାସ
ଇଂରାଜୀ ସହ ଆଞ୍ଚଳିକ ଭାଷାରେ ଆସୁଛି ମେସେଜ