ଆନ୍ତର୍ଜାତୀୟ ମାଣ୍ଡିଆ ଦିବସରେ ସମ୍ମାନିତ

ଆନ୍ତର୍ଜାତୀୟ ମାଣ୍ଡିଆ ଦିବସରେ ସମ୍ମାନିତ

ଗାଇସିଲାଟ/ଆନ୍ତର୍ଜାତୀୟ ମାଣ୍ଡିଆ ଦିବସ ପାଳନ ସମାରୋହ ଅବସରରେ ଦେବଦତ୍ତ କ୍ଲବ ଦ୍ଵାରା କୋଦୋ ଚାଷ କରି ଭୁବନେଶ୍ୱର ଜନତା ମଇଦାନ ରେ ବରଗଡ ଜ଼ିଲ୍ଲା,
 ଗାଇସିଲେଟ ବ୍ଲକ, ସାନସାଜବହାଲ ର ଚିଦାନନ୍ଦ ପଧାନ କ୍ଷୁଦ୍ର ଦାନା ଶସ୍ଯ ଚାଷ କରି ରାଜ୍ୟ ରେ ଦ୍ୱତୀୟ ପୁରସ୍କାର ପାଇଛନ୍ତି। ସେ ବରଗଡ଼ ଜିଲ୍ଲା ତଥା ଗାଇସିଲାଟ ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ