ଘାଏ ଦେଖତ କଲାପଟା ୯ବଛରକିଆ ପାଲନ ହୋଇଯାଇଛି
ଆଏଜ ତା ୨୫- ୧୨ ୨୦୨୩ ସମାର ଦିନ ଆମର ଘାଏ ଦେଖତ କଲାପଟା ୯ବଛରକିଆ ପାଲନ କରାଯାଇ ଥିଲା। ଏଥିରେ ସ୍ଥାୟୀ ସଭାପତି ନିରଜଂନ ପଣ୍ଡା ସଭାପତି ରୂପେଁ ସୁଚାରୁ ରୂପେଁ ସଭା କୁ ସଫଲ କରିଥିଲେ। ସଂପାଦକ ବୈରାଗୀ ସାହୁ ବିବରଣୀ ପଛନ କରିଥିଲେ ାମୁଖିଆ କୁ ନୁଆଁ ମଂଜୁବାଲା ମେହେର ସମ୍ମାନିତ କୁନୁଆଁ ଦିଲ୍ଲପ କୁମାର ଦେବତା
ଉତ୍ପନ୍ନ ଭୋଇ ସାଗେଁ ମୁଖିଆ କହକା ଅଧ୍ଯାପକ ମା ଏନତା ସୁଶାନ୍ତ ମିଶ୍ର ମା ଏନତା ଅଧ୍ଯକ୍ଷ ଡ, ଜଏ କେତନ ତ୍ରୀପାଠୀ ଡ, ପ୍ରମୋଦ କୁ ପାଢ଼ୀ ସଭାର ଶୋଭା ବଢେଇ ଥିଲେ। କଲାପଟା ଶ୍ରୀ ସମ୍ମାନ ରେ ପ୍ରକୁତି ବନ୍ଧୁ ଅନନ୍ତ ମେହେର ସମ୍ମାନିତ ହେଇଥିଲେ। କଲାକାର ସମ୍ମାନ ସୁବଲ ଚନ୍ଦ୍ର ବଗର୍ତୀ ସମ୍ମାନିତ ହେଇଥିଲେ। କଲାପଟା କୁଟୁମ୍ ର ସଂଯୋଜକ ହେମନ୍ତ ପଣ୍ଡା ସୁନ୍ଦର ଭାବେ ସଂଯୋଜନା କରିଥିଲେ ଉପ ସଭାପତି ରଂଜନ କୁମାର ପଣ୍ଡା ସଂପାଦକ ଅଶେଷ କୁ ଦାଶ କୋଷାଧ୍ୟକ୍ଷ ପ୍ରମୋଦ କଲେ ଜୁଆନ କବି ଜୟନ୍ତ ସାହୁ କଂର ସହଯୋଗ ରେ ସଭା ସଫଲ ହେଇଥିଲା। କବି ଅଧିକାରୀ ସା କବି ରବିଚନ୍ଦ୍ର ସାହୁ ସବିତା ମହରା କବିତା ଆସର ସଫଲ କରେଇଥିଲେ ା