କୋଶଳ ସଂସ୍କୃତି ଅନୁଷ୍ଠାନ ଓ ସଂକ୍ରିପାଣି ଗ୍ରାମବାସୀଙ୍କ ତରଫରୁ ଆସନ୍ତା ମାଘ ଚତୁର୍ଦ୍ଦଶୀ ତାରିଖ -୨୨ଫେବୃଆରୀ ୨୦୨୪ରେ ହେବାକୁ ଥିବା ଜାଇଫୁଲ ଡୁଙ୍ଗୁରି ମହୋତ୍ସବ ପାଇଁ କଲାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା

ଗତ ତାରିଖ-୨୫.୧୨.୨୦୨୩
ସୋମବାର ଦିନ କୋଶଳ ସଂସ୍କୃତି ଅନୁଷ୍ଠାନ ଓ ସଂକ୍ରିପାଣି ଗ୍ରାମବାସୀଙ୍କ ତରଫରୁ ଆସନ୍ତା ମାଘ ଚତୁର୍ଦ୍ଦଶୀ 
ତାରିଖ -୨୨ଫେବୃଆରୀ ୨୦୨୪ରେ
 ହେବାକୁ ଥିବା ଜାଇଫୁଲ ଡୁଙ୍ଗୁରି ମହୋତ୍ସବ ପାଇଁ କଲାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମ ରେ ମହାରାଜ ରାବଣ ଭୂମିକାରେ ଶ୍ରୀଯୁକ୍ତ ଦେବେନ୍ଦ୍ର କନ୍ଧେର ଓ ତାଙ୍କ ଦଳ ର କଳାକାର ଶ୍ରୀ ଅଜୟ ସାହୁ,ରବି ନାରାୟଣ ବେହେରା, ସୁବାଷ ବାଗ,ନିମନ୍ତ୍ରିତ ଅତିଥି ସମାଜସେବୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଡନସନା ଶ୍ରୀ ଶିଶୁପାଳ ସାହୁ, ଘାସିରାମ ବରିହା,ଗଜିନ୍ଦ୍ର ସାହୁ ଗୌନ୍ତିଆ ଭାବେ ଶ୍ରୀଯୁକ୍ତ ସନ୍ତୋଷ ସାହୁ,ଡୁଙ୍ଗୁରୀ ପୂଜକ ବାବା ସମାରୁ ସାହୁ ବଜନିଆ କଳାକାର କବିଚନ୍ଦ୍ର ହରିପାଲ, ଗରିବ ସୁନା, ଜଗନ୍ନାଥ ତାଣ୍ଡି, ପ୍ରଶ୍ନ ସୁନା, ପ୍ରଶାନ୍ତ ଙ୍କୁ ପୁଷ୍ପମାଲ୍ୟ ଦେଇ ବରଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ! ଅନୁଷ୍ଠାନ ର କର୍ମକର୍ତ୍ତା ପବିତ୍ର ସାହୁ,ପଞ୍ଚାନନ ସାହୁ, ବୈଷ୍ଣବ ସାହୁ, ସହଯୋଗ କରିଥିଲେ ଏହି ସଭାରେ ଅନୁଷ୍ଠାନ ର ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ ସାହୁ ସମସ୍ତ ଗ୍ରାମବାସୀ ଓ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ଉତ୍ସାହର କରତାଳି ସହିତ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କଲେ

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।