ଶ୍ରୀ ପଦ୍ମଲୋଚନ ପ୍ରଧାନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି

ଶ୍ରୀ ପଦ୍ମଲୋଚନ ପ୍ରଧାନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି 

ଆଜି ତା 20.02.2024 ରିଖ ପୂର୍ବାହ୍ନ 10 ଘଣ୍ଟା ସମୟ ରେ OMFED ପଦ୍ମପୁର ଦୁଗ୍ଧଶିତଳି କରଣ ଭଣ୍ଡାର ସମସ୍ତ ଦୁଗ୍ଧସମବାୟ ସମିତି ଆନକୂଲ୍ୟରେ ଶ୍ରୀ ପଦ୍ମଲୋଚନ ପ୍ରଧାନ ଙ୍କ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ଶ୍ରୀ ପଦ୍ମଲୋଚନ ପ୍ରଧାନ BMC Padampur ଠାରେ 2006-2024 ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ।2024 feb 29ରେ ସେ ଅବସର ନେବେ। ଉକ୍ତ ସମ୍ବର୍ଦ୍ଧନା ସଭା ରେ ଶ୍ରୀ ପଦ୍ମଲୋଚନ ପ୍ରଧାନ, ତାଙ୍କର ଧର୍ମପତ୍ନୀ ଶାନ୍ତିଲତା ପ୍ରଧାନ , ସମସ୍ତ ଦୁଗ୍ଧ ସମିତି ର ସଭାପତି, ସମ୍ପାଦକ ଓ ଦୁଗ୍ଧ ଚାଷୀ ମାନେ ଉପସ୍ଥିତ ଥିଲେ। ସଭା ରେ ଜମଲା ସମିତି ର ସମ୍ପାଦକ ଶ୍ରୀ ଡୋଲାମଣୀ ରଣା ପରିଚାଳନା କରିଥିଲେ। ବିକାଶ ପ୍ରଧାନ ସଭାପତି ଦାୟିତ୍ବ ନେଇଥିଲେ। ଡମ୍ବରୁଧର ସାହା କିଛି ବକ୍ତବ୍ୟ ରଖିବା ପରେ ସମସ୍ତ ସମିତି ସମ୍ପାଦକ ମାନେ ନିଜ ନିଜ ର ମନ୍ତବ୍ୟ ରଖିଥିଲେ। ଶ୍ରି ପଦ୍ମଲୋଚନ ପ୍ରଧାନ ମଧ୍ୟ ତାଙ୍କର ସୁପରଭାଇଜର ଜୀବନୀ ଉପରେ ଆଲୋକପାତ କରିଥିଲେ। ପରିଶେସରେ ସମସ୍ତ ସମିତି ର ସଭାପତି ଶ୍ରୀ ପ୍ରଧାନ କୁ ଉପଢୋକନ୍ ଦେଇଥିଲେ।
ଜମରତଳl ସମିତି ର ସମ୍ପାଦକ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ