ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ

ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ
ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ରଙ୍କୁ ମିଳୁଛି ବିପୁଳ ସମର୍ଥନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଲୋକ ସମର୍ଥନ ମଧ୍ଯ ଦୃତ ଗତିରେ ବଢ଼ି ଚାଲିଛି । ବରଗଡ଼ ଜିଲ୍ଲାରେ ବିପୁଳ ସମର୍ଥନ ଦେଖିବାକୁ ମିଳିଛି । ଏନେଇ ଭଟଲି ଠାରେ ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ର । ଦଶ ମାଇଲ ଛକରୁ ସୋହେଲା ପର୍ଯ୍ୟନ୍ତ ପ୍ରାୟ ୫୦୦୦ରୁ ଅଧିକ ବାଇକ ରାଲି ହୋଇଛି । ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ଓ ସାଂସଦ ପ୍ରାର୍ଥୀନୀ ପରିଣିତା ମିଶ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ।

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।

ଗାଇସିଲେଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆମ ଓଡିଶା ଓ ସମ୍ବାଦ ପକ୍ଷରୁ ରଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ