ଏ ବି ସି ଡି ଟ୍ରଷ୍ଟର ପଞ୍ଚମ ଶାଖା ବରପାଲିର ଲଟାକେରା ଗାଁ ରେ ଖୋଲା ଗଲା

ଏ ବି ସି ଡି ଟ୍ରଷ୍ଟର ପଞ୍ଚମ ଶାଖା ବରପାଲିର ଲଟାକେରା ଗାଁ ରେ ଖୋଲା ଗଲା
ଆଜି ଏ ବି ସି ଡି ଚାରିଟେବଳ ଟ୍ରଷ୍ଟ  ନିଶୁକ୍ଳ ଶିକ୍ଷା କେନ୍ଦ୍ର ଶାଖା - 05 ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ରେ ଶୁଭଆରମ୍ଭ ହେଇଯାଇଛି ଏଥିରେ ମୁଖ୍ୟ ଅଥିତି ରୂପେ ପ୍ରଧାନପାଳି ସରପଞ୍ଚ ଶ୍ରୀ ପ୍ରେମରାଜ ତାଣ୍ଡି ଓ ଗାଁର ୱାର୍ଡ ମେମ୍ବର ବୀରେନ୍ଦ୍ର ଦୀପ ଓ ଗାଁ ର ଆସା ଦିଦି ଶ୍ରୀମତୀ ଯୋମୁନା ଗରଡିଆ ଯୋଗ ଦେଇଥିଲେ ଏଥିରେ ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ଅଥିତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟର ଆବାହକ ବିଶ୍ୱଜିତ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଆଲୋକପାତ କରିଥିରେ ଏଥିରେ ଉପସ୍ଥିତ ଥିଲେ ଟ୍ରଷ୍ଟ ସଦଶ୍ୟ  ମାସୁଦ ଆଲାମ, ସୋମ ପ୍ରକାଶ ବେହେରା,ସୁନୀଲ ସାଗର, ମୁକେଶ ମେହେର, ଅଜୟ କୁମାର ସାହୁ, ପ୍ରକ୍ଷୀତ ମେହେର, ଓ ବରପାଲି ଟ୍ରଷ୍ଟର ଶିକ୍ଷକ ବିଶ୍ୱନାଥ ନାଗ ଓ ଗାଁ ବିଶିଷ୍ଟ ସମାଜ ସେବୀ ମହେନ୍ଦ୍ର ମହାନନ୍ଦ ଉପସ୍ଥିତ ଥିରେ ଥିରେ ସର୍ବ ମୋଟ 36 ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଏହି ଅବସରରେ ପାଠ୍ୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି l

Popular posts from this blog

ଛିନ୍ଦ୍ରାପାଲି ଠାରେ ଏମ ସି ଏଲ କମ୍ପାନୀର ମନମାନି ମାଟି ପରୀକ୍ଷଣ ଉପରେ ଦାବୀ ଜଣାଇଲେ ଗ୍ରାମବାସୀ ।

ଗାଇସିଲେଟ ତହସିଲ ରୋଡ ନିକଟରେ ଶୁଭାରମ୍ଭ ହେଲା ଓକିଲ ଆକାଶ ନନ୍ଦଙ୍କ କାର୍ଯ୍ୟାଳୟ , ଯୋଗଦେଲେ ବିଡ଼ିଓ ।

ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମରେ ଝିଅର ଜନ୍ମଦିନ ପାଳନ କଲେ ଶିକ୍ଷକ ଦମ୍ପତ୍ତି ।